Health

ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଧିକାରୀଙ୍କ ୨.୫୮ ଲକ୍ଷର ଔଷଧ ଖର୍ଚ ବହନ କରିବ ସ୍ବାସ୍ଥ୍ୟ ବିଭାଗ

ଭିଜିଲାନ୍ସ ଜାଲରେ ଧରିପଡ଼ିଥିବା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପୁରସ୍କାର। ସମସ୍ତ ପ୍ରକାର ନିୟମ ଉଲ୍ଲଂଘନ କରାଯାଇ ଚିକିତ୍ସା ଖର୍ଚ ନାମରେ  ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ମମତା ବାରିକଙ୍କୁ ୨.୫୮ ଲକ୍ଷ ଟଙ୍କା ପ୍ରଦାନ କରିବ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ବିଭାଗର ବୈଷୟିକ କମିଟିର ସର୍ବସମ୍ମତି କ୍ରମେ ଅନୁମୋଦନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବର୍ତ୍ତମାନର ଡ୍ରଗ୍ସ କଣ୍ଟ୍ରୋଲର ଏବଂ ମେଡିକାଲ ଆଟାଣ୍ଡାଣ୍ଟ ବିଭାଗର ଅଧିକାରୀ […]

ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଧିକାରୀଙ୍କ ୨.୫୮ ଲକ୍ଷର ଔଷଧ ଖର୍ଚ ବହନ କରିବ ସ୍ବାସ୍ଥ୍ୟ ବିଭାଗ Read More »

ପଶ୍ଚିମବଙ୍ଗ ଠାରୁ ୨ଗୁଣରୁ କମ୍ ଦରରେ ପ୍ଲାଜ୍ମା ବିକୁଛି ଓଡ଼ିଶା

ବଳକା ପ୍ଲାଜ୍‌ମା ବିକ୍ରି ପାଇଁ ଅହମଦାବାଦର ମେସର୍ସ ଇଣ୍ଟାସ୍‌ ଫାର୍ମାସ୍ୟୁଟିକାଲ ଲିମିଟେଡକୁ ପୁଣି ଚୟନ କରିଛି ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ୨୦୨୨ ମସିହାରୁ କ୍ରମାଗତ ଚତୁର୍ଥଥର ପାଇଁ ଏହି କମ୍ପାନିକୁ ପ୍ଲାଜ୍‌ମା ବିକ୍ରି ପାଇଁ ଚୟନ କରାଯାଇଛି। ତାହା ପୁଣି ଲିଟର ପିଛା ପ୍ଲାଜ୍‌ମା ଦର ପଡ଼ୋଶୀ ପଶ୍ଚିମବଙ୍ଗ ଠାରୁ ଦୁଇ ଗୁଣରୁ କମ୍‌ ରହିଛି। ସମାନ କାର୍ଯ୍ୟରେ ବ୍ୟବହୃତ ସମାନ ପ୍ଲାଜ୍‌ମା ବିକ୍ରି ଦରରେ ଏଭଳି ତାରତମ୍ୟ ଯୋଗୁଁ ସମୁଦାୟ ଘଟଣାକୁ

ପଶ୍ଚିମବଙ୍ଗ ଠାରୁ ୨ଗୁଣରୁ କମ୍ ଦରରେ ପ୍ଲାଜ୍ମା ବିକୁଛି ଓଡ଼ିଶା Read More »

କେନ୍ଦ୍ର କଥା ମାନି କ୍ଷତିରେ ଓଡ଼ିଶା

ବଳକା ପ୍ଲାଜ୍‌ମା ବିକ୍ରି ପାଇଁ ଅହମଦାବାଦର ମେସର୍ସ ଇଣ୍ଟାସ୍‌ ଫାର୍ମାସ୍ୟୁଟିକାଲ ଲିମିଟେଡକୁ ପୁଣି ଚୟନ କରିଛି ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ୨୦୨୨ ମସିହାରୁ କ୍ରମାଗତ ଚତୁର୍ଥଥର ପାଇଁ ଏହି କମ୍ପାନିକୁ ପ୍ଲାଜ୍‌ମା ବିକ୍ରି ପାଇଁ ଚୟନ କରାଯାଇଛି। ତାହା ପୁଣି ଲିଟର ପିଛା ପ୍ଲାଜ୍‌ମା ଦର ପଡ଼ୋଶୀ ପଶ୍ଚିମବଙ୍ଗ ଠାରୁ ଦୁଇ ଗୁଣରୁ କମ୍‌ ରହିଛି। ସମାନ କାର୍ଯ୍ୟରେ ବ୍ୟବହୃତ ସମାନ ପ୍ଲାଜ୍‌ମା ବିକ୍ରି ଦରରେ ଏଭଳି ତାରତମ୍ୟ ଯୋଗୁଁ ସମୁଦାୟ ଘଟଣାକୁ

କେନ୍ଦ୍ର କଥା ମାନି କ୍ଷତିରେ ଓଡ଼ିଶା Read More »

କମୁଛି ପ୍ରଜନନ କ୍ଷମତା, ଦମ୍ପତିଙ୍କ ପାଇଁ ବିକଳ୍ପ କଣ

ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ବ ସନ୍ତାନ ଜନ୍ମ ଏକ ପ୍ରାଥମିକ ଅଧିକାର ଅଟେ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଅନୁସାରେ ଓଡ଼ିଶାରେ ଦମ୍ପତିଙ୍କ ଯେଉଁଭଳି ପ୍ରଜନନ କ୍ଷମତା ହ୍ରାସ ପାଉଛନ୍ତି ଅନେକଙ୍କ ଅଭିଭାବକ ହେବାର ସ୍ବପ୍ନକୁ ଧୁଳିସାତ କରୁଛି। ୧୯୯୨-୯୩ (ଏନଏଫଏଚଏସ-୧)ରେ ପ୍ରଜନନ ହାର ଯାହା ୨.୯ % ଥିଲା, ୨୦୧୯-୨୧ (ଏନଏଫଏଚଏସ-୫)ରେ ଏହା ୧.୮ %ରେ ପହଞ୍ଚିଛି। । ୧୯୯୮-୯୯ରେ ୨.୫%, ୨୦୦୫-୦୬ରେ ୨.୪%, ୨୦୧୫-୧୬ରେ ୨.୧% ଥିଲା। ବର୍ତ୍ତମାନ ଯେଉଁଭଳି ଅବସ୍ଥା ରହିଛି ଆଗାମୀ ଦିନରେ

କମୁଛି ପ୍ରଜନନ କ୍ଷମତା, ଦମ୍ପତିଙ୍କ ପାଇଁ ବିକଳ୍ପ କଣ Read More »