ସାମାଜିକ

ମିଛ ଗ୍ରାମସଭାର ଆଳରେ ବେଦାନ୍ତକୁ ଖଣି ଅନୁମତିର ଷଡ଼ଯନ୍ତ୍ର

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡୁମେରପଦର ଗାଁର ଦାନ ସିଂ ମାଝି। ୫ ବର୍ଷ ହେଲା ତାଙ୍କ ଦେହାନ୍ତ ହୋଇ ସାରିଛି। ଆଜିବି କାହା ମୁହଁରୁ  ସେ ନାଁ ଶୁଣିଲେ ତାଙ୍କ ବାପାଙ୍କ ଆଖିରେ ଲୁହ ଚାଲି ଆସେ। ପୁଅ ପାଇଁ ଭାଳି ହୁଅନ୍ତି। କିନ୍ତୁ ମୃତ ପୁଅ ଥରୁଟିଏ ବି ବାପାଙ୍କ ପାଖକୁ ଫେରି ନାହାନ୍ତି। କିନ୍ତୁ ଅଚାନକ ସିଜିମାଳିରେ ବେଦାନ୍ତକୁ ବକ୍ସାଇଟ ଖଣି ପ୍ରଦାନ ପାଇଁ ସେ କିଛି ସମୟ ପାଇଁ ବଞ୍ଚି ଉଠିଥିବା […]

ମିଛ ଗ୍ରାମସଭାର ଆଳରେ ବେଦାନ୍ତକୁ ଖଣି ଅନୁମତିର ଷଡ଼ଯନ୍ତ୍ର Read More »

ପୁରୀ ମନ୍ଦିରକୁ ପ୍ରବେଶ କରିପାରିନଥିଲେ ବାବାସାହେବ

ଭୁବନେଶ୍ବର: ଆଜି ଦେଶ ପାଳନ କରୁଛି ସମ୍ବିଧାନ ପ୍ରଣେତା ତଥା ସାମାଜିକ ନ୍ୟାୟ ଆନ୍ଦୋଳନର ପୁରୋଧା ଡ.ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ। ଓଡ଼ିଶା ସହିତ ତାଙ୍କର ରହିଛି ତିକ୍ତ ଏବଂ ମଧୁର ସମ୍ପର୍କ। ୧୯୪୫ ମସିହା ଜୁଲାଇ ମାସରେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିର ଗସ୍ତ ବେଳେ ତାଙ୍କୁ ଅସ୍ପୃଶ୍ୟ କୁହାଯାଇ ମନ୍ଦିର ପ୍ରବେଶ କରାଇ ଦିଆଯାଇନଥିଲା। ତାଙ୍କ ସହିତ ଯାଇଥିବା ବିଦେଶୀ ତଥା ଭିନ୍ନ ଧର୍ମର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ କିନ୍ତୁ ମନ୍ଦିରକୁ ସ୍ବାଗତ କରାଯାଇଥିଲା। ଭାରତରେ

ପୁରୀ ମନ୍ଦିରକୁ ପ୍ରବେଶ କରିପାରିନଥିଲେ ବାବାସାହେବ Read More »

ଓଡ଼ିଶାରେ କେଉଁ ଫସଲରେ ଖର୍ଚ ହୁଏ କେତେ

ଏମ୍ଏସ ପିର ଆଇନଗତ ମାନ୍ୟତା ଦାବି ନେଇ ତୀବ୍ର ହେଉଛି ଚାଷୀ ଆନ୍ଦୋଳନ। ପୁଲିସ ଦମନର ସ୍ଥିତି ଏଭଳି ହୋଇଛି ଯେ ପଞ୍ଜାବ-ହରିୟାଣା ସୀମା ଶମ୍ଭୁ ଓ ଖନୌରୀରେ ପୁଲିସର ରବର ବୁଲେଟ ମାଡ଼ରେ ୨୪ ବର୍ଷିୟ ଚାଷୀ ସହିଦ ହୋଇଛନ୍ତି। ଏମଏସପିର ଦିଲ୍ଲୀ ଚଲୋର ଏହି ଦ୍ବିତୀୟ ପର୍ଯ୍ୟାୟ ଲଢେଇରେ ୨ ଜଣ ଚାଷୀ ସାମୁହିକ ସ୍ବାର୍ଥ ପାଇଁ ଜୀବନ ଦେଇ ସାରିଛନ୍ତି। ସଂଯୁକ୍ତ କିସାନ ମୋର୍ଚା ନେତୃତ୍ବରେ ଦିଲ୍ଲୀରେ ଏହି ଆନ୍ଦୋଳନ ଚାଲିଛି। ଏଥିରେ

ଓଡ଼ିଶାରେ କେଉଁ ଫସଲରେ ଖର୍ଚ ହୁଏ କେତେ Read More »

ପର ପିଣ୍ଡାରେ କଟୁଥିଲା ଜୀବନ ଆଜି ସାମ୍ବାଦିକ ହୋଇ ଜୀବନ ବଦଳାଉଛନ୍ତି

ପର ପିଣ୍ଡାରେ କଟୁଥିଲା ଜୀବନ ଆଜି ସାମ୍ବାଦିକ ହୋଇ ଜୀବନ ବଦଳାଉଛନ୍ତି ୨୦୨୩ ମସିହାର କଥା। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଏବଂ ବଣେଇ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ୧୦୨ ମହିଳାଙ୍କ ନାମରେ ଏକ ଠକ ଅର୍ଥଲଗାଣକାରୀ ସଂସ୍ଥା ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣର ପ୍ରଲୋଭନ ଦେଖାଇ ରାଉରକେଲା ନେଇଗଲା। ସେଠାରେ ଦସ୍ତାବେଜରେ ହସ୍ତାକ୍ଷର କରାଇ ଅଜାଣତରେ ସେମାନଙ୍କ ନାମରେ ଋଣ କରାଇ ନେଲା। ଫଳସ୍ବରୂପ ଋଣ ପରିଶୋଧର ବୋଝ ସହିତ ପ୍ରତି ମାସରେ ସେମାନଙ୍କ ଜମା

ପର ପିଣ୍ଡାରେ କଟୁଥିଲା ଜୀବନ ଆଜି ସାମ୍ବାଦିକ ହୋଇ ଜୀବନ ବଦଳାଉଛନ୍ତି Read More »

ଶୋଷିତଙ୍କ ସ୍ବର: ବାସୁଦେବ ସୁନାନୀଙ୍କ ସାହିତ୍ୟ

ଅବିଭକ୍ତ କଳାହାଣ୍ଡି ଆଉ ଆଜିର ନୁଆପଡ଼ା ଜିଲ୍ଲା ମାନିଗୁଡ଼ାର ଅଟନ୍ତି ବିଶିଷ୍ଟ ସାହିତ୍ୟିକ ବାସୁଦେବ ସୁନାନୀ। ବର୍ତ୍ତମାନ ସେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଏବଂ ପଶୁପାଳନ ବିଭାଗର ବରିଷ୍ଠ ଅଧିକାରୀ। ତାଙ୍କ ଜନ୍ମ ଏଭଳି ଏକ ଗାଁରେ ହୋଇଥିଲା ଯେଉଁଠି ୭୦ ପ୍ରତିଶତଙ୍କ ଘରେ ସଂଧ୍ୟାରେ ଚୁଲି ଜଳୁନଥିଲା। କିନ୍ତୁ ଆଜି ତାଙ୍କ ସାହିତ୍ୟକୁ ନେଇ ଲୋକେ ପିଏଚଡି କରୁଛନ୍ତି।               ୧. ଆପଣଙ୍କର ଛୁଆ ବେଳ ଏବଂ ଗାଁ ବିଷୟରେ କୁହନ୍ତୁ             – ଛୁଆ ବେଳଟା ଭୋକର

ଶୋଷିତଙ୍କ ସ୍ବର: ବାସୁଦେବ ସୁନାନୀଙ୍କ ସାହିତ୍ୟ Read More »

ଝିଅଙ୍କୁ ମଶାଣି ମନା

ଝିଅଙ୍କୁ ମଶାଣି ମନା ନର୍ସ, ଗୃହିଣୀ, ସାମ୍ବାଦିକା ଏବଂ ବ୍ୟାଙ୍କ କର୍ମଚାରୀ। ଦିନ ହେଉକି ରାତି। ଯେ କୌଣସି ସମୟ କି ସ୍ଥାନ। କେଉଁ ପରିତ୍ୟକ୍ତ ଜମିରେ ଅନେକ ଦିନର ପୁରୁଣା ଶବ ପଡ଼ି ପଚିଯାଇଛି। ରେଳ ଧାରଣାରେ କ୍ଷତ ବିକ୍ଷତ ମରଶରୀର ବିକ୍ଷିପ୍ତ ହୋଇ ଯାଇଛି। ଯେଉଁଠିକି କେହି ଯାଆନ୍ତି ନାହିଁ ଥରୁଟିଏ ଡାକରାରେ ଏମାନେ ପହଞ୍ଚି ଯାଆନ୍ତି। ବିକଳ୍ପ ରୋଜଗାର ନାହିଁ ବୋଲି ନୁହେଁ ପ୍ରତି ଶବର ସମ୍ମାନ ପାଇବାର ଅଧିକାର ରହିଛି ଏହି

ଝିଅଙ୍କୁ ମଶାଣି ମନା Read More »

ଅନୁସୂଚିତ ଜାତିର ବୋଲି

ଓଡ଼ିଶାରେ ସ୍ବତନ୍ତ୍ର ଭାବରେ ଅନୁସୂଚିତ ଜାତି, ଜନଜାତି, ସଫେଇ କର୍ମଚାରୀ ଏବଂ ସଂଖ୍ୟା ଲଘୁ କମିସନ ଗଠନ ଦାବି ଉଠିବାରେ ଲାଗିଛି। ଫେବ୍ରୁଆରି ୨୮ ତାରିଖ ଏବଂ ମାର୍ଚ ୬ ତାରିଖରେ ଏହାକୁ ନେଇ ରାଜ୍ୟର ବିଭିନ୍ନ ବର୍ଗର ଲୋକେ ଏହି ଅବସରରେ ସାମାଜିକ ନ୍ୟାୟ ପାଇଁ ସ୍ବର ତୀବ୍ର କରିଛନ୍ତି। ସାମାଜିକ ଅମାନବୀୟ ରୀତି ଯୋଗୁଁ ଐତିହାସିକ ଭାବରେ ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଏବଂ ସଂଖ୍ୟାଲଘୁଙ୍କ ପ୍ରତି ଯେଉଁଭଳି ଅତ୍ୟାଚାର ହୋଇଛି ଏହାର ପରିଣାମ

ଅନୁସୂଚିତ ଜାତିର ବୋଲି Read More »