ରାଜନୈତିକ

ବିରୋଧୀ ଦଳ ବିଜେପି, ଆମେ ତୁମକୁ ମିସ କରୁଛୁଁ

ନିର୍ବାଚନ ଫଳାଫଳ ଘୋଷଣାର ମାତ୍ର ଗୋଟିଏ ଦିନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ବଦଳରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀର ବକ୍ତବ୍ୟ ଅନେକ ରୋଗୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। କାରଣ ସଭାପତିଙ୍କ ଏହି ବକ୍ତବ୍ୟ ପରେ ସୁଯୋଗ ଉଣ୍ଡୁଥିବା ଭଳି ଅନେକ ଘରୋଇ ଡାକ୍ତରଖାନାଗୁଡ଼ିକ ରୋଗୀଙ୍କ ଠାରୁ କାର୍ଡ ଗ୍ରହଣ ପାଇଁ ମନା କରି ଦେଇଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ ରାଜ୍ୟପାଳ ଏହି ଘଟଣା ନେଇ ହସ୍ତକ୍ଷେପ ପରେ […]

ବିରୋଧୀ ଦଳ ବିଜେପି, ଆମେ ତୁମକୁ ମିସ କରୁଛୁଁ Read More »

କେମିତିଆ ମୁଖ୍ୟମନ୍ତ୍ରୀ ହେବେ ଭିକେ ପାଣ୍ଡିଆନ

ନିର୍ବାଚନ ପରେ ଭିକେ ପାଣ୍ଡିଆନଙ୍କ ଭୂମିକା କଣ ରହିବ? ବିଜେଡ଼ି କ୍ଷମତା ଆସିଲେ ସେ ପ୍ରଚ୍ଛଦ ପଟର ମୁଖ୍ୟମନ୍ତ୍ରୀ ହେବେ କି ଉପମୁଖ୍ୟମନ୍ତ୍ରୀ ହୋଇ ସର୍ବସ୍ବ କ୍ଷମତା ଭୋଗ କରିବେ? ବିଜେଡ଼ି ପରାଜିତ ହେଲେ କଣ ବିରୋଧୀ ଦଳରେ ରହି ୫ ବର୍ଷ ତମାମ ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପକାଇବେ? ଏକକ ସଂଖ୍ୟାଗରିଷ୍ଠତା ହାସଲ କଲେ ବିଜେପି ସହିତ ମିଶି ସରକାର କରିବେ ନା ବିଜେପିର କିଣାବିକା ରାଜନୀତିରୁ ନିଜ ଦଳକୁ ରକ୍ଷା କରିବେ। ଏହାକୁ

କେମିତିଆ ମୁଖ୍ୟମନ୍ତ୍ରୀ ହେବେ ଭିକେ ପାଣ୍ଡିଆନ Read More »

ପାଣ୍ଡିଆନ କେନ୍ଦ୍ରୀଭୂତ ବିଜେଡ଼ି ପ୍ରଚାର, ନେତୃତ୍ବ ମାରିବାର ଷଡଯନ୍ତ୍ର

କିଛି ଦିନ ପୂର୍ବରୁ ସମ୍ବଲପୁରରେ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ସମାବେଶ। ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବାରୁ ଏହି ସମାବେଶର ଗୁରୁତ୍ବ ଅଧିକ ରହିଥିଲା। ଆଶା ଥିଲା, ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ପ୍ରଣବ ପ୍ରକାଶଙ୍କ ସିଧା ମୁକାବିଲା ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପରେ ତାଙ୍କ ବକ୍ତବ୍ୟର ଗୁରୁତ୍ବ ରହିବ। ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ପରେ ମଧ୍ୟ ସମ୍ବଲପୁରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦ ମାନ୍ୟତା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାଣୁତାଙ୍କ ଠାରୁ ଆରମ୍ଭ କରି ବୁଣାକାରଙ୍କ ପାଇଁ

ପାଣ୍ଡିଆନ କେନ୍ଦ୍ରୀଭୂତ ବିଜେଡ଼ି ପ୍ରଚାର, ନେତୃତ୍ବ ମାରିବାର ଷଡଯନ୍ତ୍ର Read More »

ସାମାଜିକ ଗଣମାଧ୍ୟମରେ ରାଜନୈତିକ ଦଳ କେମିତି କରନ୍ତି ମିଛ ବିକ୍ରି

ଫେସବୁକ୍ ଖୋଲିଲେ ଆପଣ ନିୟମିତ ଦେଖୁଥିବେ ଜଣେ ବ୍ୟକ୍ତି ଗୋଟିଏ ଦଳ ବିରୋଧରେ ଏବଂ ଆଉ ଏକ ଦଳ ସପକ୍ଷରେ ପିଟୁସି ଦେଉଥିବେ କିମ୍ବା ଲୋକଙ୍କ ଠାରୁ ମତାମତ ସଂଗ୍ରହ କରୁଥିବେ। ଆଉ ଏକ ଭିଡିଓରେ ଅନ୍ୟ ଜଣେ ସରକାରୀ ଯୋଜନାର ଗୁଣଗାନ କରୁଥିବେ। ନିର୍ବାଚନ ପାଖେଇ ଆସିବା ସହିତ ଫେସବୁକ, ହ୍ବାଟ୍ସଆପ, ଟ୍ବିଟର, ଇନଷ୍ଟାଗ୍ରାମ କିମ୍ବା ଯେକୌଣସି ସାମାଜିକ ଗଣମାଧ୍ୟମରେ ରାଜନୈତିକ ଏବଂ ନିର୍ବାଚନ ପ୍ରଚାର ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରୁ

ସାମାଜିକ ଗଣମାଧ୍ୟମରେ ରାଜନୈତିକ ଦଳ କେମିତି କରନ୍ତି ମିଛ ବିକ୍ରି Read More »

ସମ୍ବଲପୁରରେ କେମିତି ଚାଲିଛି ଦୁଇ ବଡ଼ ନେତାଙ୍କ ଲଢେଇ

ସମ୍ବଲପୁର ଲୋକସଭାର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥିପତ୍ର ଦାଖଲ ଶୋଭଯାତ୍ରାରେ ଅଂଶୁଘାତ ଯୋଗୁଁ ଜଣେ ସଞ୍ଚାର କଳାକାରଙ୍କ ମୃତ୍ୟୁ ନେଇ ଗୁରୁତର ଅଭିଯୋଗ ହୋଇଛି। ୪୦ ଡିଗ୍ରିରୁ ଅଧିକ ତାପମାତ୍ରାରେ ଯେତେବେଳେ କି ସକାଳ ୯ଟା ପରେ ବାହାରକୁ ବାହାରିବା ପାଇଁ ବାରଣ କରାଯାଏ। ଏପରିକି ଏହି ସମୟରେ ଯେକୌଣସି ପ୍ରକାର ମଜୁରୀ କାର୍ଯ୍ୟ କରାଇବା ନେଇ କଟକଣା ରହିଛି, ଏତେ ଖରାରେ ଶୋଭାଯାତ୍ରାର ଅନୁମତି କେମିତି ମିଳେ ତାକୁ ନେଇ ପ୍ରଶ୍ନବାଚୀ ରହିଛି। ସେ

ସମ୍ବଲପୁରରେ କେମିତି ଚାଲିଛି ଦୁଇ ବଡ଼ ନେତାଙ୍କ ଲଢେଇ Read More »

ଦାଦନ ସମସ୍ୟା ହୋଇ ପାରୁନି କଳାହାଣ୍ଡି ନିର୍ବାଚନ ମଣ୍ଡଳିର ମୁଖ୍ୟ ପ୍ରସଙ୍ଗ

କଳାହାଣ୍ଡି, ନୁଆପଡା, ନର୍ଲା, ଧର୍ମଗଡ, ଲାଞ୍ଜିଗଡ, ଜୁନାଗଡ ଏବଂ ଖଡିଆଳକୁ ନେଇ ଗଠିତ କଳାହାଣ୍ଡି ଲୋକସଭା ମଣ୍ଡଳୀା ଯେଉଁଠି ବେଦାନ୍ତ ଭଳି କାରଖାନା ଅଛି କିନ୍ତୁ ଦାରିଦ୍ର‌୍ୟ ସ୍ଥିତି ଜଟିଳା ସର୍ବାଧିକ ଲୋକ ବାହାରକୁ ରୋଜଗାର ପାଇଁ ଯାଆନ୍ତିା ୨୦୧୯ ନିର୍ବାଚନରେ ବିଜେପି ଏହି ଲୋକସଭା ଆସନକୁ କବ୍ଚା କରିଥିଲ।। ଲୋକସଭାରେ ତାଙ୍କ ସ୍ୱର ବିଶେଷ ଶୁଣା ଯାଇ ନାହିାଁ ଭବାନୀପାଟନା ବିଧାୟକ ପ୍ରଦୀପ୍ତ ନାୟକ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ନେତା ଥିଲୋ କିନ୍ତୁ କୋଭିଡରେ

ଦାଦନ ସମସ୍ୟା ହୋଇ ପାରୁନି କଳାହାଣ୍ଡି ନିର୍ବାଚନ ମଣ୍ଡଳିର ମୁଖ୍ୟ ପ୍ରସଙ୍ଗ Read More »

ସୁନ୍ଦରଗଡ଼ ନିର୍ବାଚନ ମଇଦାନରେ କୋଇଲା ମନ୍ତ୍ରଣାଳୟକୁ ଚ୍ୟାଲେଞ୍ଜ ଦେଇଥିବା ବିସ୍ଥାପିତ

୨୦୧୯ ମସିହାରେ ସୁନ୍ଦରଗଡ଼ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ ବିଜେପି ନେତା ତଥା ତତକାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ସୁନ୍ଦରଗଡ଼ ଜିଲ୍ଲାରେ ଏମସିଏଲ ବିସ୍ଥାପିତ ଏବଂ ପ୍ରଦୂଷଣ ସମସ୍ୟା ସମାଧାନର ସ୍ବର ଉଠାଇଥିଲେ। ବିଶେଷକରି ଏମସିଏଲ ଯୋଗୁଁ ବିସ୍ଥାପିତ ସୁନ୍ଦରଗଡ଼ ଜିଲ୍ଲାର ୧୪ରୁ ୪ ଗାଁ ତୁମଲିଆ, ଝୁପୁଡୁଙ୍ଗା, ରତନସରା, କିରିପସିରାରେ ନୂତନ ଜମି ଅଧିଗ୍ରହଣ ଆଇନ ଅନୁସାରେ କ୍ଷତିପୂରଣ ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ। ଏହି ନିର୍ବାଚନରେ

ସୁନ୍ଦରଗଡ଼ ନିର୍ବାଚନ ମଇଦାନରେ କୋଇଲା ମନ୍ତ୍ରଣାଳୟକୁ ଚ୍ୟାଲେଞ୍ଜ ଦେଇଥିବା ବିସ୍ଥାପିତ Read More »

ବିଜେଡ଼ି-ବିଜେପିର ଅଘୋଷିତ ମେଣ୍ଟର ଲାଭ ନେଇ ପାରୁନି କଂଗ୍ରେସ-ଶିଶିର ଗମାଙ୍ଗ

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସର୍ବାଧିକ ୯ ଥର ସାଂସଦ ହୋଇଥିବା ଗିରିଧର ଗମାଙ୍ଗ, ପୁଅ ଶିଶିର ଗମାଙ୍ଗଙ୍କ ସହିତ କଂଗ୍ରେସ ଫେରି ଆସିଛନ୍ତି। ଅନୁମାନ ଥିଲା ଏହି ପରିବାରର ଜଣଙ୍କୁ କଂଗ୍ରେସ ପକ୍ଷରୁ ଗୁଣୁପୁର ବିଧାନସଭା କିମ୍ବା ନବରଙ୍ଗପୁର ଲୋକସଭା ଟିକେଟ ମିଳିବ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ସେମାନଙ୍କୁ ନିରାଶ କରିଛି। ୨୦୧୫ ମସିହାରେ ଗମାଙ୍ଗ ବାପା-ପୁଅ ବିଜେପିରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଗତବର୍ଷ ଜାନୁଆରି ୨୫

ବିଜେଡ଼ି-ବିଜେପିର ଅଘୋଷିତ ମେଣ୍ଟର ଲାଭ ନେଇ ପାରୁନି କଂଗ୍ରେସ-ଶିଶିର ଗମାଙ୍ଗ Read More »

କେଉଁ କମ୍ପାନି ଠାରୁ କେତେ ଟଙ୍କାର ଇଲେକ୍ଟୋରାଲ ବଣ୍ଡ ନେଇଛି ବିଜେଡ଼ି

କମ୍ପାନିମାନେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦିଅନ୍ତି। ଏଥିରେ କିଛି ନୂଆଁ କଥା ନାହିଁ। କର୍ପୋରେଟ ଡୋନେସନ ବ୍ୟବସ୍ଥା ଥାଇ ମଧ୍ୟ କାହିଁକି ଏହାକୁ ଅଣାଗଲା ଏବଂ କାହିଁକି ଏହାକୁ ଏକ ଅପରାଧ ବୋଲି ବିବେଚନା କରାଯାଉଛି। ଜାତୀୟ ସ୍ତରରେ ବିଜେପି ସର୍ବାଧିକ ଇଲେକ୍ଟୋରାଲ ବଣ୍ଡ ପାଇଛି କିନ୍ତୁ ଆଞ୍ଚଳିକ ଦଳ ଭାବରେ ବିଜେଡି ରାଜ୍ୟର କେଉଁ କମ୍ପାନି ଠାରୁ କେତେ ଇଲେକ୍ଟୋରାଲ ବଣ୍ଡ ପାଇଛି, ଏହା ସାଧାରଣ ମଣିଷଙ୍କୁ କିଭଳି ପ୍ରଭାବିତ କରୁଛି ଏହି ଉତ୍ତର ଦେଇଛନ୍ତି ସମଦୃଷ୍ଟିର ସମ୍ପାଦକ ସୁଧୀର ପଟନାୟକ। କେଉଁ କମ୍ପାନି ଠାରୁ ବିଜେଡି କେତେ ଟଙ୍କାର ଇଲେକ୍ଟୋରାଲ ବଣ୍ଡ ପାଇଛି ଶ୍ରୀ ପଟନାୟକ ତାର ଏକ ନକଲ ମଧ୍ୟ ଦେଇଛନ୍ତି।

କେଉଁ କମ୍ପାନି ଠାରୁ କେତେ ଟଙ୍କାର ଇଲେକ୍ଟୋରାଲ ବଣ୍ଡ ନେଇଛି ବିଜେଡ଼ି Read More »

କାହିଁକି ବାଛିଲେ ସମ୍ବଲପୁର

 କଣ କୁହନ୍ତି ବରିଷ୍ଠ ସାମ୍ବାଦିକ ସମ୍ବଲପୁର ଲୋକସଭା ନିର୍ବାଚନରେ ଦୁଇ ବଡ଼ ନେତା ବିଜେପିର ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିର ପ୍ରଣବ ପ୍ରକାଶ ଦାସ ଆମ୍ନା-ସାମ୍ନାରେ ଅଛନ୍ତି। ୨୦୧୯ ମସିହାରେ ଏଠାରେ ବିଜେପିର ନିତେଶ ଗଙ୍ଗଦେବ ବିଜେଡି ପ୍ରାର୍ଥୀ ତଥା ଅବସରପ୍ରାପ୍ତ ଯନ୍ତ୍ରୀ ନଳିନୀ ପ୍ରଧାନଙ୍କୁ ପରାଜିତ କରିଥିଲେ। ୨୦୧୪ ମସିହାରେ ବିଜେପି ପକ୍ଷରୁ ସୁରେଶ ପୂଜାରୀ ମୈଦାନକୁ ଆସିଥିଲେ ମଧ୍ୟ ବିଜେଡିର ନଗେନ୍ଦ୍ର ପ୍ରଧାନଙ୍କ ଠାରୁ ହାରି ଯାଇଥିଲେ। ୨୦୦୯ରେ କଂଗ୍ରେସର ଅମର ପ୍ରଧାନ ବିଜେଡି

କାହିଁକି ବାଛିଲେ ସମ୍ବଲପୁର Read More »