ମୋ କଥା

ସ୍ବତନ୍ତ୍ର ମା, ବାପାଙ୍କ ସ୍ବତନ୍ତ୍ର ପୁଅ: ଭୋଲୁ

୨୦୧୩ ମସିହା କଥା। ସମ୍ବଲପୁର ଅଧିବାସୀ ତଥା ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ ଏବଂ ଶିକ୍ଷୟିତ୍ରୀ ମଞ୍ଜରୀଙ୍କ ୧୦ ବର୍ଷିୟ ଭୋଲୁର ଅବସ୍ଥା ଗୁରୁତର ହେବାରୁ ସମ୍ବଲପୁର ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ପ୍ରାୟତଃ ଆଶା ଛାଡ଼ି ଦେଇଥିଲେ। ଭୋଲୁ ସେରିବ୍ରଲ ପାଲସି ରୋଗରେ ପୀଡ଼ିତ। ସ୍ନାୟବିକ ସମସ୍ୟା କାରଣରୁ ଅନ୍ୟ ଶିଶୁଙ୍କ ଭଳି ତାର ଜୀବନ ସ୍ବାଭାବିକ ନଥିଲା। ୧୦ ବର୍ଷରେ ୩ ମାସ ଶିଶୁ ଭଳି ତାର ମସ୍ତିଷ୍କ। […]

ସ୍ବତନ୍ତ୍ର ମା, ବାପାଙ୍କ ସ୍ବତନ୍ତ୍ର ପୁଅ: ଭୋଲୁ Read More »

ଆମ ଲୋକ ମଲେ କିନ୍ତୁ ଆମକୁ ଗିରଫ କରାଗଲା

ମାଇକଞ୍ଚ ଗୁଳିକାଣ୍ଡର ସେଦିନ ଘଟଣା ବିଷୟରେ କଣ କହୁଛନ୍ତି ଗୁଳି ଖାଇଥିବା ଶିବରାମ ଭୁବନେଶ୍ବର:  ବର୍ଷ ୨୦୦୩, ଡିସେମ୍ବର ୧୮ ତାରିଖ।  ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଉତ୍କଳ ଆଲୁମିନା ପ୍ରତିଷ୍ଠା ପାଇଁ ୩ ଜଣ ଆଦିବାସୀଙ୍କୁ ଗୁଳି କରି ହତ୍ୟା କରିଥିଲା ଓଡ଼ିଶା ସରକାର। ଏଥିରେ ୧୨ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଥିଲେ ୧୭ ବର୍ଷିୟ ଶିବରାମ। ପୁଲିସ ଫାଇଲରେ ଥିବା ଆହତ ତାଲିକାରେ ଅବଶ୍ୟ ତାଙ୍କ ନାମ ନାହିଁ। ଆଜି ୨୧

ଆମ ଲୋକ ମଲେ କିନ୍ତୁ ଆମକୁ ଗିରଫ କରାଗଲା Read More »