ghinua

The quintessential rebel by Bhagbaticharan Panigrahi of SHIKAR fame

କିଏ ଏହି ଅଶ୍ବିନୀ ବୈଷ୍ଣବ, କାହିଁକି ତାଙ୍କ ପାଇଁ ସବୁ ଅସମ୍ଭବ ସମ୍ଭବ ହେଉଛି-

ଏମିତି ମ୍ୟାନେଜ କଲେ ଯେ ୨୯୬ ମୃତ୍ୟୁ ଯେଉଁ ରେଳ ମନ୍ତ୍ରୀଙ୍କ ରାଜନୀତିକୁ ଚମକାଇ ଦେଲା ଏଥର ଲଢିବେ କେଉଁ ଆସନରୁ ଭାରତ ମାତା କୀ ଜୟ, ବନ୍ଦେ ମାତରମ ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ପରେ ରେଳ ମରାମତି ପରେ ପ୍ରଥମ ଟ୍ରେନ ଯାତ୍ରା ଆରମ୍ଭ ବେଳେ ଏହି ସ୍ଲୋଗାନ ଦେଇଥିଲେ ରେଳ ମନ୍ତ୍ରୀ। କିଛି କ୍ଷଣ ପାଇଁ ଏଭଳି ପରିବେଶ ସୃଷ୍ଟି ହୋଇଥିଲା ସତେ ଯେମିତି ସରକାରୀ ଅବହେଳାର ଦୁଃଖଦ ମୃତ୍ୟୁ ସମୟ

କିଏ ଏହି ଅଶ୍ବିନୀ ବୈଷ୍ଣବ, କାହିଁକି ତାଙ୍କ ପାଇଁ ସବୁ ଅସମ୍ଭବ ସମ୍ଭବ ହେଉଛି- Read More »

ଶୋଷିତଙ୍କ ସ୍ବର: ବାସୁଦେବ ସୁନାନୀଙ୍କ ସାହିତ୍ୟ

ଅବିଭକ୍ତ କଳାହାଣ୍ଡି ଆଉ ଆଜିର ନୁଆପଡ଼ା ଜିଲ୍ଲା ମାନିଗୁଡ଼ାର ଅଟନ୍ତି ବିଶିଷ୍ଟ ସାହିତ୍ୟିକ ବାସୁଦେବ ସୁନାନୀ। ବର୍ତ୍ତମାନ ସେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଏବଂ ପଶୁପାଳନ ବିଭାଗର ବରିଷ୍ଠ ଅଧିକାରୀ। ତାଙ୍କ ଜନ୍ମ ଏଭଳି ଏକ ଗାଁରେ ହୋଇଥିଲା ଯେଉଁଠି ୭୦ ପ୍ରତିଶତଙ୍କ ଘରେ ସଂଧ୍ୟାରେ ଚୁଲି ଜଳୁନଥିଲା। କିନ୍ତୁ ଆଜି ତାଙ୍କ ସାହିତ୍ୟକୁ ନେଇ ଲୋକେ ପିଏଚଡି କରୁଛନ୍ତି।               ୧. ଆପଣଙ୍କର ଛୁଆ ବେଳ ଏବଂ ଗାଁ ବିଷୟରେ କୁହନ୍ତୁ             – ଛୁଆ ବେଳଟା ଭୋକର

ଶୋଷିତଙ୍କ ସ୍ବର: ବାସୁଦେବ ସୁନାନୀଙ୍କ ସାହିତ୍ୟ Read More »

ଝିଅଙ୍କୁ ମଶାଣି ମନା

ଝିଅଙ୍କୁ ମଶାଣି ମନା ନର୍ସ, ଗୃହିଣୀ, ସାମ୍ବାଦିକା ଏବଂ ବ୍ୟାଙ୍କ କର୍ମଚାରୀ। ଦିନ ହେଉକି ରାତି। ଯେ କୌଣସି ସମୟ କି ସ୍ଥାନ। କେଉଁ ପରିତ୍ୟକ୍ତ ଜମିରେ ଅନେକ ଦିନର ପୁରୁଣା ଶବ ପଡ଼ି ପଚିଯାଇଛି। ରେଳ ଧାରଣାରେ କ୍ଷତ ବିକ୍ଷତ ମରଶରୀର ବିକ୍ଷିପ୍ତ ହୋଇ ଯାଇଛି। ଯେଉଁଠିକି କେହି ଯାଆନ୍ତି ନାହିଁ ଥରୁଟିଏ ଡାକରାରେ ଏମାନେ ପହଞ୍ଚି ଯାଆନ୍ତି। ବିକଳ୍ପ ରୋଜଗାର ନାହିଁ ବୋଲି ନୁହେଁ ପ୍ରତି ଶବର ସମ୍ମାନ ପାଇବାର ଅଧିକାର ରହିଛି ଏହି

ଝିଅଙ୍କୁ ମଶାଣି ମନା Read More »

ଅନୁସୂଚିତ ଜାତିର ବୋଲି

ଓଡ଼ିଶାରେ ସ୍ବତନ୍ତ୍ର ଭାବରେ ଅନୁସୂଚିତ ଜାତି, ଜନଜାତି, ସଫେଇ କର୍ମଚାରୀ ଏବଂ ସଂଖ୍ୟା ଲଘୁ କମିସନ ଗଠନ ଦାବି ଉଠିବାରେ ଲାଗିଛି। ଫେବ୍ରୁଆରି ୨୮ ତାରିଖ ଏବଂ ମାର୍ଚ ୬ ତାରିଖରେ ଏହାକୁ ନେଇ ରାଜ୍ୟର ବିଭିନ୍ନ ବର୍ଗର ଲୋକେ ଏହି ଅବସରରେ ସାମାଜିକ ନ୍ୟାୟ ପାଇଁ ସ୍ବର ତୀବ୍ର କରିଛନ୍ତି। ସାମାଜିକ ଅମାନବୀୟ ରୀତି ଯୋଗୁଁ ଐତିହାସିକ ଭାବରେ ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଏବଂ ସଂଖ୍ୟାଲଘୁଙ୍କ ପ୍ରତି ଯେଉଁଭଳି ଅତ୍ୟାଚାର ହୋଇଛି ଏହାର ପରିଣାମ

ଅନୁସୂଚିତ ଜାତିର ବୋଲି Read More »