ghinua

The quintessential rebel by Bhagbaticharan Panigrahi of SHIKAR fame

ପୁରୀ ମନ୍ଦିରକୁ ପ୍ରବେଶ କରିପାରିନଥିଲେ ବାବାସାହେବ

ଭୁବନେଶ୍ବର: ଆଜି ଦେଶ ପାଳନ କରୁଛି ସମ୍ବିଧାନ ପ୍ରଣେତା ତଥା ସାମାଜିକ ନ୍ୟାୟ ଆନ୍ଦୋଳନର ପୁରୋଧା ଡ.ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ। ଓଡ଼ିଶା ସହିତ ତାଙ୍କର ରହିଛି ତିକ୍ତ ଏବଂ ମଧୁର ସମ୍ପର୍କ। ୧୯୪୫ ମସିହା ଜୁଲାଇ ମାସରେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିର ଗସ୍ତ ବେଳେ ତାଙ୍କୁ ଅସ୍ପୃଶ୍ୟ କୁହାଯାଇ ମନ୍ଦିର ପ୍ରବେଶ କରାଇ ଦିଆଯାଇନଥିଲା। ତାଙ୍କ ସହିତ ଯାଇଥିବା ବିଦେଶୀ ତଥା ଭିନ୍ନ ଧର୍ମର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ କିନ୍ତୁ ମନ୍ଦିରକୁ ସ୍ବାଗତ କରାଯାଇଥିଲା। ଭାରତରେ […]

ପୁରୀ ମନ୍ଦିରକୁ ପ୍ରବେଶ କରିପାରିନଥିଲେ ବାବାସାହେବ Read More »

ପୁରୀ ମନ୍ଦିରକୁ ପ୍ରବେଶ କରିପାରିନଥିଲେ ଆମ୍ବେଦକର

  ଭୁବନେଶ୍ବର: ଆଜି ଦେଶ ପାଳନ କରୁଛି ସମ୍ବିଧାନ ପ୍ରଣେତା ତଥା ସାମାଜିକ ନ୍ୟାୟ ଆନ୍ଦୋଳନର ପୁରୋଧା ଡ.ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ। ଓଡ଼ିଶା ସହିତ ତାଙ୍କର ରହିଛି ତିକ୍ତ ଏବଂ ମଧୁର ସମ୍ପର୍କ। ୧୯୪୫ ମସିହା ଜୁଲାଇ ମାସରେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିର ଗସ୍ତ ବେଳେ ତାଙ୍କୁ ଅସ୍ପୃଶ୍ୟ କୁହାଯାଇ ମନ୍ଦିର ପ୍ରବେଶ କରାଇ ଦିଆଯାଇନଥିଲା। ତାଙ୍କ ସହିତ ଯାଇଥିବା ବିଦେଶୀ ତଥା ଭିନ୍ନ ଧର୍ମର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ କିନ୍ତୁ ମନ୍ଦିରକୁ ସ୍ବାଗତ କରାଯାଇଥିଲା।

ପୁରୀ ମନ୍ଦିରକୁ ପ୍ରବେଶ କରିପାରିନଥିଲେ ଆମ୍ବେଦକର Read More »

ବିଜେଡ଼ି-ବିଜେପିର ଅଘୋଷିତ ମେଣ୍ଟର ଲାଭ ନେଇ ପାରୁନି କଂଗ୍ରେସ-ଶିଶିର ଗମାଙ୍ଗ

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସର୍ବାଧିକ ୯ ଥର ସାଂସଦ ହୋଇଥିବା ଗିରିଧର ଗମାଙ୍ଗ, ପୁଅ ଶିଶିର ଗମାଙ୍ଗଙ୍କ ସହିତ କଂଗ୍ରେସ ଫେରି ଆସିଛନ୍ତି। ଅନୁମାନ ଥିଲା ଏହି ପରିବାରର ଜଣଙ୍କୁ କଂଗ୍ରେସ ପକ୍ଷରୁ ଗୁଣୁପୁର ବିଧାନସଭା କିମ୍ବା ନବରଙ୍ଗପୁର ଲୋକସଭା ଟିକେଟ ମିଳିବ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ସେମାନଙ୍କୁ ନିରାଶ କରିଛି। ୨୦୧୫ ମସିହାରେ ଗମାଙ୍ଗ ବାପା-ପୁଅ ବିଜେପିରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଗତବର୍ଷ ଜାନୁଆରି ୨୫

ବିଜେଡ଼ି-ବିଜେପିର ଅଘୋଷିତ ମେଣ୍ଟର ଲାଭ ନେଇ ପାରୁନି କଂଗ୍ରେସ-ଶିଶିର ଗମାଙ୍ଗ Read More »

କେଉଁ କମ୍ପାନି ଠାରୁ କେତେ ଟଙ୍କାର ଇଲେକ୍ଟୋରାଲ ବଣ୍ଡ ନେଇଛି ବିଜେଡ଼ି

କମ୍ପାନିମାନେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦିଅନ୍ତି। ଏଥିରେ କିଛି ନୂଆଁ କଥା ନାହିଁ। କର୍ପୋରେଟ ଡୋନେସନ ବ୍ୟବସ୍ଥା ଥାଇ ମଧ୍ୟ କାହିଁକି ଏହାକୁ ଅଣାଗଲା ଏବଂ କାହିଁକି ଏହାକୁ ଏକ ଅପରାଧ ବୋଲି ବିବେଚନା କରାଯାଉଛି। ଜାତୀୟ ସ୍ତରରେ ବିଜେପି ସର୍ବାଧିକ ଇଲେକ୍ଟୋରାଲ ବଣ୍ଡ ପାଇଛି କିନ୍ତୁ ଆଞ୍ଚଳିକ ଦଳ ଭାବରେ ବିଜେଡି ରାଜ୍ୟର କେଉଁ କମ୍ପାନି ଠାରୁ କେତେ ଇଲେକ୍ଟୋରାଲ ବଣ୍ଡ ପାଇଛି, ଏହା ସାଧାରଣ ମଣିଷଙ୍କୁ କିଭଳି ପ୍ରଭାବିତ କରୁଛି ଏହି ଉତ୍ତର ଦେଇଛନ୍ତି ସମଦୃଷ୍ଟିର ସମ୍ପାଦକ ସୁଧୀର ପଟନାୟକ। କେଉଁ କମ୍ପାନି ଠାରୁ ବିଜେଡି କେତେ ଟଙ୍କାର ଇଲେକ୍ଟୋରାଲ ବଣ୍ଡ ପାଇଛି ଶ୍ରୀ ପଟନାୟକ ତାର ଏକ ନକଲ ମଧ୍ୟ ଦେଇଛନ୍ତି।

କେଉଁ କମ୍ପାନି ଠାରୁ କେତେ ଟଙ୍କାର ଇଲେକ୍ଟୋରାଲ ବଣ୍ଡ ନେଇଛି ବିଜେଡ଼ି Read More »

ଓଡ଼ିଶାରେ କେଉଁ ଫସଲରେ ଖର୍ଚ ହୁଏ କେତେ

ଏମ୍ଏସ ପିର ଆଇନଗତ ମାନ୍ୟତା ଦାବି ନେଇ ତୀବ୍ର ହେଉଛି ଚାଷୀ ଆନ୍ଦୋଳନ। ପୁଲିସ ଦମନର ସ୍ଥିତି ଏଭଳି ହୋଇଛି ଯେ ପଞ୍ଜାବ-ହରିୟାଣା ସୀମା ଶମ୍ଭୁ ଓ ଖନୌରୀରେ ପୁଲିସର ରବର ବୁଲେଟ ମାଡ଼ରେ ୨୪ ବର୍ଷିୟ ଚାଷୀ ସହିଦ ହୋଇଛନ୍ତି। ଏମଏସପିର ଦିଲ୍ଲୀ ଚଲୋର ଏହି ଦ୍ବିତୀୟ ପର୍ଯ୍ୟାୟ ଲଢେଇରେ ୨ ଜଣ ଚାଷୀ ସାମୁହିକ ସ୍ବାର୍ଥ ପାଇଁ ଜୀବନ ଦେଇ ସାରିଛନ୍ତି। ସଂଯୁକ୍ତ କିସାନ ମୋର୍ଚା ନେତୃତ୍ବରେ ଦିଲ୍ଲୀରେ ଏହି ଆନ୍ଦୋଳନ ଚାଲିଛି। ଏଥିରେ

ଓଡ଼ିଶାରେ କେଉଁ ଫସଲରେ ଖର୍ଚ ହୁଏ କେତେ Read More »

କାହିଁକି ବାଛିଲେ ସମ୍ବଲପୁର

 କଣ କୁହନ୍ତି ବରିଷ୍ଠ ସାମ୍ବାଦିକ ସମ୍ବଲପୁର ଲୋକସଭା ନିର୍ବାଚନରେ ଦୁଇ ବଡ଼ ନେତା ବିଜେପିର ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିର ପ୍ରଣବ ପ୍ରକାଶ ଦାସ ଆମ୍ନା-ସାମ୍ନାରେ ଅଛନ୍ତି। ୨୦୧୯ ମସିହାରେ ଏଠାରେ ବିଜେପିର ନିତେଶ ଗଙ୍ଗଦେବ ବିଜେଡି ପ୍ରାର୍ଥୀ ତଥା ଅବସରପ୍ରାପ୍ତ ଯନ୍ତ୍ରୀ ନଳିନୀ ପ୍ରଧାନଙ୍କୁ ପରାଜିତ କରିଥିଲେ। ୨୦୧୪ ମସିହାରେ ବିଜେପି ପକ୍ଷରୁ ସୁରେଶ ପୂଜାରୀ ମୈଦାନକୁ ଆସିଥିଲେ ମଧ୍ୟ ବିଜେଡିର ନଗେନ୍ଦ୍ର ପ୍ରଧାନଙ୍କ ଠାରୁ ହାରି ଯାଇଥିଲେ। ୨୦୦୯ରେ କଂଗ୍ରେସର ଅମର ପ୍ରଧାନ ବିଜେଡି

କାହିଁକି ବାଛିଲେ ସମ୍ବଲପୁର Read More »

ପର ପିଣ୍ଡାରେ କଟୁଥିଲା ଜୀବନ ଆଜି ସାମ୍ବାଦିକ ହୋଇ ଜୀବନ ବଦଳାଉଛନ୍ତି

ପର ପିଣ୍ଡାରେ କଟୁଥିଲା ଜୀବନ ଆଜି ସାମ୍ବାଦିକ ହୋଇ ଜୀବନ ବଦଳାଉଛନ୍ତି ୨୦୨୩ ମସିହାର କଥା। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଏବଂ ବଣେଇ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ୧୦୨ ମହିଳାଙ୍କ ନାମରେ ଏକ ଠକ ଅର୍ଥଲଗାଣକାରୀ ସଂସ୍ଥା ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣର ପ୍ରଲୋଭନ ଦେଖାଇ ରାଉରକେଲା ନେଇଗଲା। ସେଠାରେ ଦସ୍ତାବେଜରେ ହସ୍ତାକ୍ଷର କରାଇ ଅଜାଣତରେ ସେମାନଙ୍କ ନାମରେ ଋଣ କରାଇ ନେଲା। ଫଳସ୍ବରୂପ ଋଣ ପରିଶୋଧର ବୋଝ ସହିତ ପ୍ରତି ମାସରେ ସେମାନଙ୍କ ଜମା

ପର ପିଣ୍ଡାରେ କଟୁଥିଲା ଜୀବନ ଆଜି ସାମ୍ବାଦିକ ହୋଇ ଜୀବନ ବଦଳାଉଛନ୍ତି Read More »

କମୁଛି ପ୍ରଜନନ କ୍ଷମତା, ଦମ୍ପତିଙ୍କ ପାଇଁ ବିକଳ୍ପ କଣ

ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ବ ସନ୍ତାନ ଜନ୍ମ ଏକ ପ୍ରାଥମିକ ଅଧିକାର ଅଟେ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଅନୁସାରେ ଓଡ଼ିଶାରେ ଦମ୍ପତିଙ୍କ ଯେଉଁଭଳି ପ୍ରଜନନ କ୍ଷମତା ହ୍ରାସ ପାଉଛନ୍ତି ଅନେକଙ୍କ ଅଭିଭାବକ ହେବାର ସ୍ବପ୍ନକୁ ଧୁଳିସାତ କରୁଛି। ୧୯୯୨-୯୩ (ଏନଏଫଏଚଏସ-୧)ରେ ପ୍ରଜନନ ହାର ଯାହା ୨.୯ % ଥିଲା, ୨୦୧୯-୨୧ (ଏନଏଫଏଚଏସ-୫)ରେ ଏହା ୧.୮ %ରେ ପହଞ୍ଚିଛି। । ୧୯୯୮-୯୯ରେ ୨.୫%, ୨୦୦୫-୦୬ରେ ୨.୪%, ୨୦୧୫-୧୬ରେ ୨.୧% ଥିଲା। ବର୍ତ୍ତମାନ ଯେଉଁଭଳି ଅବସ୍ଥା ରହିଛି ଆଗାମୀ ଦିନରେ

କମୁଛି ପ୍ରଜନନ କ୍ଷମତା, ଦମ୍ପତିଙ୍କ ପାଇଁ ବିକଳ୍ପ କଣ Read More »

ଆମ ଲୋକ ମଲେ କିନ୍ତୁ ଆମକୁ ଗିରଫ କରାଗଲା

ମାଇକଞ୍ଚ ଗୁଳିକାଣ୍ଡର ସେଦିନ ଘଟଣା ବିଷୟରେ କଣ କହୁଛନ୍ତି ଗୁଳି ଖାଇଥିବା ଶିବରାମ ଭୁବନେଶ୍ବର:  ବର୍ଷ ୨୦୦୩, ଡିସେମ୍ବର ୧୮ ତାରିଖ।  ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଉତ୍କଳ ଆଲୁମିନା ପ୍ରତିଷ୍ଠା ପାଇଁ ୩ ଜଣ ଆଦିବାସୀଙ୍କୁ ଗୁଳି କରି ହତ୍ୟା କରିଥିଲା ଓଡ଼ିଶା ସରକାର। ଏଥିରେ ୧୨ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଥିଲେ ୧୭ ବର୍ଷିୟ ଶିବରାମ। ପୁଲିସ ଫାଇଲରେ ଥିବା ଆହତ ତାଲିକାରେ ଅବଶ୍ୟ ତାଙ୍କ ନାମ ନାହିଁ। ଆଜି ୨୧

ଆମ ଲୋକ ମଲେ କିନ୍ତୁ ଆମକୁ ଗିରଫ କରାଗଲା Read More »