ghinua

The quintessential rebel by Bhagbaticharan Panigrahi of SHIKAR fame

ସମ୍ବଲପୁରରେ କେମିତି ଚାଲିଛି ଦୁଇ ବଡ଼ ନେତାଙ୍କ ଲଢେଇ

ସମ୍ବଲପୁର ଲୋକସଭାର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥିପତ୍ର ଦାଖଲ ଶୋଭଯାତ୍ରାରେ ଅଂଶୁଘାତ ଯୋଗୁଁ ଜଣେ ସଞ୍ଚାର କଳାକାରଙ୍କ ମୃତ୍ୟୁ ନେଇ ଗୁରୁତର ଅଭିଯୋଗ ହୋଇଛି। ୪୦ ଡିଗ୍ରିରୁ ଅଧିକ ତାପମାତ୍ରାରେ ଯେତେବେଳେ କି ସକାଳ ୯ଟା ପରେ ବାହାରକୁ ବାହାରିବା ପାଇଁ ବାରଣ କରାଯାଏ। ଏପରିକି ଏହି ସମୟରେ ଯେକୌଣସି ପ୍ରକାର ମଜୁରୀ କାର୍ଯ୍ୟ କରାଇବା ନେଇ କଟକଣା ରହିଛି, ଏତେ ଖରାରେ ଶୋଭାଯାତ୍ରାର ଅନୁମତି କେମିତି ମିଳେ ତାକୁ ନେଇ ପ୍ରଶ୍ନବାଚୀ ରହିଛି। ସେ […]

ସମ୍ବଲପୁରରେ କେମିତି ଚାଲିଛି ଦୁଇ ବଡ଼ ନେତାଙ୍କ ଲଢେଇ Read More »

ଦୁଇ ବଡ଼ ରାଜନେତାଙ୍କ ଲଢେଇ, ପ୍ରଥମ ଥର ପାଇଁ କଣ ଦେଖିଲା ସମ୍ବଲପୁର 

ସମ୍ବଲପୁର ଲୋକସଭାର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥିପତ୍ର ଦାଖଲ ଶୋଭଯାତ୍ରାରେ ଅଂଶୁଘାତ ଯୋଗୁଁ ଜଣେ ସଞ୍ଚାର କଳାକାରଙ୍କ ମୃତ୍ୟୁ ନେଇ ଗୁରୁତର ଅଭିଯୋଗ ହୋଇଛି। ୪୦ ଡିଗ୍ରିରୁ ଅଧିକ ତାପମାତ୍ରାରେ ଯେତେବେଳେ କି ସକାଳ ୯ଟା ପରେ ବାହାରକୁ ବାହାରିବା ପାଇଁ ବାରଣ କରାଯାଏ। ଏପରିକି ଏହି ସମୟରେ ଯେକୌଣସି ପ୍ରକାର ମଜୁରୀ କାର୍ଯ୍ୟ କରାଇବା ନେଇ କଟକଣା ରହିଛି, ଏତେ ଖରାରେ ଶୋଭାଯାତ୍ରାର ଅନୁମତି କେମିତି ମିଳେ ତାକୁ ନେଇ ପ୍ରଶ୍ନବାଚୀ ରହିଛି। ସେ

ଦୁଇ ବଡ଼ ରାଜନେତାଙ୍କ ଲଢେଇ, ପ୍ରଥମ ଥର ପାଇଁ କଣ ଦେଖିଲା ସମ୍ବଲପୁର  Read More »

ପୁରୁଷତନ୍ତ୍ରର ବେଡିରୁ ମୁକ୍ତିର ପ୍ରୟାସ

(ଭାରତରେ ମହିଳାଙ୍କ ସ୍ଥିତି କଣ? ଏ ନେଇ ଚିତ୍ର ଛୋଟ ବେଳର ପାଠ୍ୟପୁସ୍ତକ ଠାରୁ ବିଭିନ୍ନ ବହି ଏବଂ ଲେଖାରେ ଯାହା କୁହାଯାଏ, ବୈଦିକ ଯୁଗରେ ନାରୀର ସ୍ଥାନ ଖୁବ ଉଚ୍ଚରେ ଥିଲା । ନାରୀ ଦେବୀ ଭଳି ପୂଜା ପାଉଥିଲେ । ଏଠାରେ ଗାର୍ଗୀ, ମୈତ୍ରୀ, ଲୋପାମୁଦ୍ରା, ବିଶ୍ୱବାରା, ଲୀଳାବତୀ ଭଳି ବିଦୁଷୀ ନାରୀ ରହିଥିଲେ। ଯେଉଁ ମାନେ ବେଦରେ ଦକ୍ଷ ଥିଲେ। ଅର୍ଥାତ ଶିକ୍ଷାରେ ନାରୀର ପୁରୁଷ ଭଳି ସମାନ ଅଧିକାର ଥିଲା ।

ପୁରୁଷତନ୍ତ୍ରର ବେଡିରୁ ମୁକ୍ତିର ପ୍ରୟାସ Read More »

ଦାଦନ ସମସ୍ୟା ହୋଇ ପାରୁନି କଳାହାଣ୍ଡି ନିର୍ବାଚନ ମଣ୍ଡଳିର ମୁଖ୍ୟ ପ୍ରସଙ୍ଗ

କଳାହାଣ୍ଡି, ନୁଆପଡା, ନର୍ଲା, ଧର୍ମଗଡ, ଲାଞ୍ଜିଗଡ, ଜୁନାଗଡ ଏବଂ ଖଡିଆଳକୁ ନେଇ ଗଠିତ କଳାହାଣ୍ଡି ଲୋକସଭା ମଣ୍ଡଳୀା ଯେଉଁଠି ବେଦାନ୍ତ ଭଳି କାରଖାନା ଅଛି କିନ୍ତୁ ଦାରିଦ୍ର‌୍ୟ ସ୍ଥିତି ଜଟିଳା ସର୍ବାଧିକ ଲୋକ ବାହାରକୁ ରୋଜଗାର ପାଇଁ ଯାଆନ୍ତିା ୨୦୧୯ ନିର୍ବାଚନରେ ବିଜେପି ଏହି ଲୋକସଭା ଆସନକୁ କବ୍ଚା କରିଥିଲ।। ଲୋକସଭାରେ ତାଙ୍କ ସ୍ୱର ବିଶେଷ ଶୁଣା ଯାଇ ନାହିାଁ ଭବାନୀପାଟନା ବିଧାୟକ ପ୍ରଦୀପ୍ତ ନାୟକ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ନେତା ଥିଲୋ କିନ୍ତୁ କୋଭିଡରେ

ଦାଦନ ସମସ୍ୟା ହୋଇ ପାରୁନି କଳାହାଣ୍ଡି ନିର୍ବାଚନ ମଣ୍ଡଳିର ମୁଖ୍ୟ ପ୍ରସଙ୍ଗ Read More »

ମିଛ ଗ୍ରାମସଭାର ଆଳରେ ବେଦାନ୍ତକୁ ଖଣି ଅନୁମତିର ଷଡ଼ଯନ୍ତ୍ର

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡୁମେରପଦର ଗାଁର ଦାନ ସିଂ ମାଝି। ୫ ବର୍ଷ ହେଲା ତାଙ୍କ ଦେହାନ୍ତ ହୋଇ ସାରିଛି। ଆଜିବି କାହା ମୁହଁରୁ  ସେ ନାଁ ଶୁଣିଲେ ତାଙ୍କ ବାପାଙ୍କ ଆଖିରେ ଲୁହ ଚାଲି ଆସେ। ପୁଅ ପାଇଁ ଭାଳି ହୁଅନ୍ତି। କିନ୍ତୁ ମୃତ ପୁଅ ଥରୁଟିଏ ବି ବାପାଙ୍କ ପାଖକୁ ଫେରି ନାହାନ୍ତି। କିନ୍ତୁ ଅଚାନକ ସିଜିମାଳିରେ ବେଦାନ୍ତକୁ ବକ୍ସାଇଟ ଖଣି ପ୍ରଦାନ ପାଇଁ ସେ କିଛି ସମୟ ପାଇଁ ବଞ୍ଚି ଉଠିଥିବା

ମିଛ ଗ୍ରାମସଭାର ଆଳରେ ବେଦାନ୍ତକୁ ଖଣି ଅନୁମତିର ଷଡ଼ଯନ୍ତ୍ର Read More »

ଗୃହିଣୀ ଜୀବନର କଥା: ସରଳାର ଚିଠି

ନାଟକ: ସରଳାର ଚିଠି ମୂଳ ଗଳ୍ପ: ଅମ୍ରିତା ପ୍ରୀତମ୍ ନାଟ୍ୟରୁପ ଓ ନିର୍ଦ୍ଦେଶନା: ଦେବଦତ୍ତ ପତି ଗତ ମାର୍ଚ୍ଚ ୨୨ ତାରିଖରେ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ପରିବେଷିତ ହୋଇଥିଲା ନାଟକ ସରଳାର ଚିଠି। ଉତ୍ତର ପୁରୁଷର ନାଟକ ପ୍ରତି ସର୍ବଦା ଆଗ୍ରହ ଥାଏ, ଏକରେ ତ ଉତ୍ତର ପୁରୁଷ ଠିକ୍ ସମୟରେ ନାଟକ ଆରମ୍ଭ କରେ ଓ ଭଲ ନାଟକ ମଞ୍ଚସ୍ଥ୍ କରେ। ବିଶିଷ୍ଟ ନାରୀ ବାଦି ତଥା ହିନ୍ଦୀର ପ୍ରଖ୍ୟାତ କବି ଅମ୍ରିତା ପ୍ରିତମଙ୍କ

ଗୃହିଣୀ ଜୀବନର କଥା: ସରଳାର ଚିଠି Read More »

ସୁନ୍ଦରଗଡ଼ ନିର୍ବାଚନ ମଇଦାନରେ କୋଇଲା ମନ୍ତ୍ରଣାଳୟକୁ ଚ୍ୟାଲେଞ୍ଜ ଦେଇଥିବା ବିସ୍ଥାପିତ

୨୦୧୯ ମସିହାରେ ସୁନ୍ଦରଗଡ଼ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ ବିଜେପି ନେତା ତଥା ତତକାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ସୁନ୍ଦରଗଡ଼ ଜିଲ୍ଲାରେ ଏମସିଏଲ ବିସ୍ଥାପିତ ଏବଂ ପ୍ରଦୂଷଣ ସମସ୍ୟା ସମାଧାନର ସ୍ବର ଉଠାଇଥିଲେ। ବିଶେଷକରି ଏମସିଏଲ ଯୋଗୁଁ ବିସ୍ଥାପିତ ସୁନ୍ଦରଗଡ଼ ଜିଲ୍ଲାର ୧୪ରୁ ୪ ଗାଁ ତୁମଲିଆ, ଝୁପୁଡୁଙ୍ଗା, ରତନସରା, କିରିପସିରାରେ ନୂତନ ଜମି ଅଧିଗ୍ରହଣ ଆଇନ ଅନୁସାରେ କ୍ଷତିପୂରଣ ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ। ଏହି ନିର୍ବାଚନରେ

ସୁନ୍ଦରଗଡ଼ ନିର୍ବାଚନ ମଇଦାନରେ କୋଇଲା ମନ୍ତ୍ରଣାଳୟକୁ ଚ୍ୟାଲେଞ୍ଜ ଦେଇଥିବା ବିସ୍ଥାପିତ Read More »

ପୁରୀ ମନ୍ଦିରକୁ ପ୍ରବେଶ କରିପାରିନଥିଲେ ବାବାସାହେବ

ଭୁବନେଶ୍ବର: ଆଜି ଦେଶ ପାଳନ କରୁଛି ସମ୍ବିଧାନ ପ୍ରଣେତା ତଥା ସାମାଜିକ ନ୍ୟାୟ ଆନ୍ଦୋଳନର ପୁରୋଧା ଡ.ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ। ଓଡ଼ିଶା ସହିତ ତାଙ୍କର ରହିଛି ତିକ୍ତ ଏବଂ ମଧୁର ସମ୍ପର୍କ। ୧୯୪୫ ମସିହା ଜୁଲାଇ ମାସରେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିର ଗସ୍ତ ବେଳେ ତାଙ୍କୁ ଅସ୍ପୃଶ୍ୟ କୁହାଯାଇ ମନ୍ଦିର ପ୍ରବେଶ କରାଇ ଦିଆଯାଇନଥିଲା। ତାଙ୍କ ସହିତ ଯାଇଥିବା ବିଦେଶୀ ତଥା ଭିନ୍ନ ଧର୍ମର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ କିନ୍ତୁ ମନ୍ଦିରକୁ ସ୍ବାଗତ କରାଯାଇଥିଲା। ଭାରତରେ

ପୁରୀ ମନ୍ଦିରକୁ ପ୍ରବେଶ କରିପାରିନଥିଲେ ବାବାସାହେବ Read More »