ghinua

The quintessential rebel by Bhagbaticharan Panigrahi of SHIKAR fame

ବରଗଡ଼ରେ କାହିଁକି ଫିଙ୍ଗି ଦିଆଯାଉଛି ସ୍ମାର୍ଟ ମିଟର

ବରଗଡ଼ ଜିଲ୍ଲାରେ ପ୍ରତି ଗାଁରେ ସ୍ମାର୍ଟ ମିଟର ଫିଙ୍ଗି ଦିଆଯାଉଛି। ଅନୁମାନ ଅନୁସାରେ, ୧୦ ହଜାରରୁ ଅଧିକ ଗ୍ରାହକ ଜବଦସ୍ତି ଲଗା ଯାଇଥିବା ଏହି ମିଟର ଫିଙ୍ଗି ଦେଇଛନ୍ତି। ଖାଉଟିଙ୍କ ବିନା ଅନୁମତିରେ ଖାଉଟିଙ୍କ ଟଙ୍କାରେ ଏହି ମିଟର ଲଗାଇବା ଅଧିକାର ଟାଟା କମ୍ପାନିକୁ କିଏ ଦେଲା ବୋଲି ପ୍ରଶ୍ନ ହେଉଛି। ସେଥିରେ ପୁଣି ଯେଉଁ ବିଲ ଆସୁଛି ସେଥିରେ ପରିବାର ଆର୍ଥିକ ମାନଦଣ୍ଡ ଭାଙ୍ଗି ଯାଉଛି। ଚାଷୀଙ୍କ ନେତୃତ୍ବରେ ବରଗଡ଼ ଜିଲ୍ଲାରେ ଚାଲିଥିବା ସ୍ମାର୍ଟ ମିଟର […]

ବରଗଡ଼ରେ କାହିଁକି ଫିଙ୍ଗି ଦିଆଯାଉଛି ସ୍ମାର୍ଟ ମିଟର Read More »

ପଶ୍ଚିମବଙ୍ଗ ଠାରୁ ୨ଗୁଣରୁ କମ୍ ଦରରେ ପ୍ଲାଜ୍ମା ବିକୁଛି ଓଡ଼ିଶା

ବଳକା ପ୍ଲାଜ୍‌ମା ବିକ୍ରି ପାଇଁ ଅହମଦାବାଦର ମେସର୍ସ ଇଣ୍ଟାସ୍‌ ଫାର୍ମାସ୍ୟୁଟିକାଲ ଲିମିଟେଡକୁ ପୁଣି ଚୟନ କରିଛି ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ୨୦୨୨ ମସିହାରୁ କ୍ରମାଗତ ଚତୁର୍ଥଥର ପାଇଁ ଏହି କମ୍ପାନିକୁ ପ୍ଲାଜ୍‌ମା ବିକ୍ରି ପାଇଁ ଚୟନ କରାଯାଇଛି। ତାହା ପୁଣି ଲିଟର ପିଛା ପ୍ଲାଜ୍‌ମା ଦର ପଡ଼ୋଶୀ ପଶ୍ଚିମବଙ୍ଗ ଠାରୁ ଦୁଇ ଗୁଣରୁ କମ୍‌ ରହିଛି। ସମାନ କାର୍ଯ୍ୟରେ ବ୍ୟବହୃତ ସମାନ ପ୍ଲାଜ୍‌ମା ବିକ୍ରି ଦରରେ ଏଭଳି ତାରତମ୍ୟ ଯୋଗୁଁ ସମୁଦାୟ ଘଟଣାକୁ

ପଶ୍ଚିମବଙ୍ଗ ଠାରୁ ୨ଗୁଣରୁ କମ୍ ଦରରେ ପ୍ଲାଜ୍ମା ବିକୁଛି ଓଡ଼ିଶା Read More »

କେନ୍ଦ୍ର କଥା ମାନି କ୍ଷତିରେ ଓଡ଼ିଶା

ବଳକା ପ୍ଲାଜ୍‌ମା ବିକ୍ରି ପାଇଁ ଅହମଦାବାଦର ମେସର୍ସ ଇଣ୍ଟାସ୍‌ ଫାର୍ମାସ୍ୟୁଟିକାଲ ଲିମିଟେଡକୁ ପୁଣି ଚୟନ କରିଛି ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ୨୦୨୨ ମସିହାରୁ କ୍ରମାଗତ ଚତୁର୍ଥଥର ପାଇଁ ଏହି କମ୍ପାନିକୁ ପ୍ଲାଜ୍‌ମା ବିକ୍ରି ପାଇଁ ଚୟନ କରାଯାଇଛି। ତାହା ପୁଣି ଲିଟର ପିଛା ପ୍ଲାଜ୍‌ମା ଦର ପଡ଼ୋଶୀ ପଶ୍ଚିମବଙ୍ଗ ଠାରୁ ଦୁଇ ଗୁଣରୁ କମ୍‌ ରହିଛି। ସମାନ କାର୍ଯ୍ୟରେ ବ୍ୟବହୃତ ସମାନ ପ୍ଲାଜ୍‌ମା ବିକ୍ରି ଦରରେ ଏଭଳି ତାରତମ୍ୟ ଯୋଗୁଁ ସମୁଦାୟ ଘଟଣାକୁ

କେନ୍ଦ୍ର କଥା ମାନି କ୍ଷତିରେ ଓଡ଼ିଶା Read More »

ସ୍ବତନ୍ତ୍ର ମା, ବାପାଙ୍କ ସ୍ବତନ୍ତ୍ର ପୁଅ: ଭୋଲୁ

୨୦୧୩ ମସିହା କଥା। ସମ୍ବଲପୁର ଅଧିବାସୀ ତଥା ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ ଏବଂ ଶିକ୍ଷୟିତ୍ରୀ ମଞ୍ଜରୀଙ୍କ ୧୦ ବର୍ଷିୟ ଭୋଲୁର ଅବସ୍ଥା ଗୁରୁତର ହେବାରୁ ସମ୍ବଲପୁର ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ପ୍ରାୟତଃ ଆଶା ଛାଡ଼ି ଦେଇଥିଲେ। ଭୋଲୁ ସେରିବ୍ରଲ ପାଲସି ରୋଗରେ ପୀଡ଼ିତ। ସ୍ନାୟବିକ ସମସ୍ୟା କାରଣରୁ ଅନ୍ୟ ଶିଶୁଙ୍କ ଭଳି ତାର ଜୀବନ ସ୍ବାଭାବିକ ନଥିଲା। ୧୦ ବର୍ଷରେ ୩ ମାସ ଶିଶୁ ଭଳି ତାର ମସ୍ତିଷ୍କ।

ସ୍ବତନ୍ତ୍ର ମା, ବାପାଙ୍କ ସ୍ବତନ୍ତ୍ର ପୁଅ: ଭୋଲୁ Read More »

ବିରୋଧୀ ଦଳ ବିଜେପି, ଆମେ ତୁମକୁ ମିସ କରୁଛୁଁ

ନିର୍ବାଚନ ଫଳାଫଳ ଘୋଷଣାର ମାତ୍ର ଗୋଟିଏ ଦିନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ବଦଳରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀର ବକ୍ତବ୍ୟ ଅନେକ ରୋଗୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। କାରଣ ସଭାପତିଙ୍କ ଏହି ବକ୍ତବ୍ୟ ପରେ ସୁଯୋଗ ଉଣ୍ଡୁଥିବା ଭଳି ଅନେକ ଘରୋଇ ଡାକ୍ତରଖାନାଗୁଡ଼ିକ ରୋଗୀଙ୍କ ଠାରୁ କାର୍ଡ ଗ୍ରହଣ ପାଇଁ ମନା କରି ଦେଇଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ ରାଜ୍ୟପାଳ ଏହି ଘଟଣା ନେଇ ହସ୍ତକ୍ଷେପ ପରେ

ବିରୋଧୀ ଦଳ ବିଜେପି, ଆମେ ତୁମକୁ ମିସ କରୁଛୁଁ Read More »

କେମିତିଆ ମୁଖ୍ୟମନ୍ତ୍ରୀ ହେବେ ଭିକେ ପାଣ୍ଡିଆନ

ନିର୍ବାଚନ ପରେ ଭିକେ ପାଣ୍ଡିଆନଙ୍କ ଭୂମିକା କଣ ରହିବ? ବିଜେଡ଼ି କ୍ଷମତା ଆସିଲେ ସେ ପ୍ରଚ୍ଛଦ ପଟର ମୁଖ୍ୟମନ୍ତ୍ରୀ ହେବେ କି ଉପମୁଖ୍ୟମନ୍ତ୍ରୀ ହୋଇ ସର୍ବସ୍ବ କ୍ଷମତା ଭୋଗ କରିବେ? ବିଜେଡ଼ି ପରାଜିତ ହେଲେ କଣ ବିରୋଧୀ ଦଳରେ ରହି ୫ ବର୍ଷ ତମାମ ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପକାଇବେ? ଏକକ ସଂଖ୍ୟାଗରିଷ୍ଠତା ହାସଲ କଲେ ବିଜେପି ସହିତ ମିଶି ସରକାର କରିବେ ନା ବିଜେପିର କିଣାବିକା ରାଜନୀତିରୁ ନିଜ ଦଳକୁ ରକ୍ଷା କରିବେ। ଏହାକୁ

କେମିତିଆ ମୁଖ୍ୟମନ୍ତ୍ରୀ ହେବେ ଭିକେ ପାଣ୍ଡିଆନ Read More »

ପାଣ୍ଡିଆନ କେନ୍ଦ୍ରୀଭୂତ ବିଜେଡ଼ି ପ୍ରଚାର, ନେତୃତ୍ବ ମାରିବାର ଷଡଯନ୍ତ୍ର

କିଛି ଦିନ ପୂର୍ବରୁ ସମ୍ବଲପୁରରେ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ସମାବେଶ। ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବାରୁ ଏହି ସମାବେଶର ଗୁରୁତ୍ବ ଅଧିକ ରହିଥିଲା। ଆଶା ଥିଲା, ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ପ୍ରଣବ ପ୍ରକାଶଙ୍କ ସିଧା ମୁକାବିଲା ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପରେ ତାଙ୍କ ବକ୍ତବ୍ୟର ଗୁରୁତ୍ବ ରହିବ। ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ପରେ ମଧ୍ୟ ସମ୍ବଲପୁରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦ ମାନ୍ୟତା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାଣୁତାଙ୍କ ଠାରୁ ଆରମ୍ଭ କରି ବୁଣାକାରଙ୍କ ପାଇଁ

ପାଣ୍ଡିଆନ କେନ୍ଦ୍ରୀଭୂତ ବିଜେଡ଼ି ପ୍ରଚାର, ନେତୃତ୍ବ ମାରିବାର ଷଡଯନ୍ତ୍ର Read More »

ସାମାଜିକ ଗଣମାଧ୍ୟମରେ ରାଜନୈତିକ ଦଳ କେମିତି କରନ୍ତି ମିଛ ବିକ୍ରି

ଫେସବୁକ୍ ଖୋଲିଲେ ଆପଣ ନିୟମିତ ଦେଖୁଥିବେ ଜଣେ ବ୍ୟକ୍ତି ଗୋଟିଏ ଦଳ ବିରୋଧରେ ଏବଂ ଆଉ ଏକ ଦଳ ସପକ୍ଷରେ ପିଟୁସି ଦେଉଥିବେ କିମ୍ବା ଲୋକଙ୍କ ଠାରୁ ମତାମତ ସଂଗ୍ରହ କରୁଥିବେ। ଆଉ ଏକ ଭିଡିଓରେ ଅନ୍ୟ ଜଣେ ସରକାରୀ ଯୋଜନାର ଗୁଣଗାନ କରୁଥିବେ। ନିର୍ବାଚନ ପାଖେଇ ଆସିବା ସହିତ ଫେସବୁକ, ହ୍ବାଟ୍ସଆପ, ଟ୍ବିଟର, ଇନଷ୍ଟାଗ୍ରାମ କିମ୍ବା ଯେକୌଣସି ସାମାଜିକ ଗଣମାଧ୍ୟମରେ ରାଜନୈତିକ ଏବଂ ନିର୍ବାଚନ ପ୍ରଚାର ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରୁ

ସାମାଜିକ ଗଣମାଧ୍ୟମରେ ରାଜନୈତିକ ଦଳ କେମିତି କରନ୍ତି ମିଛ ବିକ୍ରି Read More »